ll ଆମଳକୀ ବା ପାପନାଶିନୀ ଏକାଦଶୀ ll
ଫାଲଗୁନ ଶୁକ୍ଳ ଏକାଦଶୀକୁ ପାପନାଶିନୀ ଏକାଦଶୀ ବା ଆମଳକୀ ( ଅଅଁଳା ) ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି ।
ସଂସ୍କୃତି
•
03
Mar
2023 11:47 AM
•
•