ରହସ୍ୟମୟ ଶିଶୁପାଳଗଡ଼

ଶିଶୁପାଳଗଡ଼ ଅନେକ ରହସ୍ୟକୁ ନିଜ ଭିତରେ ଚାପି ରଖିଛି । ଗଡ଼ର ମାଟି ତଳେ କଣ ରହିଛି ତାହା ଏବେ ମଧ୍ୟ ରହସ୍ୟାବୃତ୍ତ । ମହାଭାରତର ରାଜା ଶିଶୁପାଳଠାରୁ ଆରମ୍ଭ କରି ଇତିହାସରେ ଥିବା ଗୁପ୍ତବଂଶ, ସମ୍ରାଟ ଖାରବେଳଙ୍କ ପର୍ଯ୍ୟନ୍ତ ପ୍ରମାଣର ଗନ୍ତାଘର ହେଉଛି ଶିଶୁପାଳଗଡ଼ ।

ଇତିହାସ

17
Mar
2023 12:48 PM


ରହସ୍ୟମୟ ଶିଶୁପାଳଗଡ଼