ସମୟର ମନ୍ଦାକିନୀରେ
ସମୟର ମନ୍ଦାକିନୀ - ଏକ କବିତା ଯାହା ଦର୍ଶାଉଛି କବିପ୍ରାଣ କିପରି ତା ପ୍ରିୟତମକୁ ଏକ ଦେବୀତ୍ଵର ମର୍ଯ୍ୟାଦା ଦେଇଛି ନିଜ ପୀରତିର ବଳି ଦେଇ। ବିରହରେ ଜଳିଛି ସତ କିନ୍ତୁ ସେଥିରୁ ମଧ୍ୟ ସେ ସତ୍ୟକୁ ଖୋଜି ପାଇଛି।
ବ୍ୟକ୍ତିଗତ
•
21
Apr
2023 12:34 AM
•
•