✨ ସୁସ୍ଥ ମନ ☺️ ଓ ସୁସ୍ଥ ଜୀବନ 🙂 -:ଏକ ଅମୂଲ୍ୟ ଦାନ:-
'ମନ ' ଏପରି ଏକ ଶବ୍ଦ, ଏହା ଶାନ୍ତି, ପ୍ରୀତି ତଥା ଏକାଗ୍ରତା କୁ ନେଇ ଗଠିତ। ସୂକ୍ଷ୍ମ ପ୍ରତିଦାନ ରେ ଯେହେତୁ ଗଠନ ଶୈଳୀ ଠିକ୍ ସେମିତି ସୂକ୍ଷ୍ମ ଆଘାତ ରେ ମଧ୍ୟ ଭାଙ୍ଗିଯାଏ। 'ଜୀବନ ' ଏହି ସମ୍ପର୍କ ରେ ପ୍ରଶ୍ନ ଉଠିଲେ ସେହି ମନ ଭାବେ - ସ୍ବାସ୍ଥ୍ୟ ବିନା ଅନ୍ୟ ସକଳ ସମ୍ପଦ ତ ସବୁ ତୁଚ୍ଛ। ତେବେ ଏହି ଜୀବନ କୁ ସୁସ୍ଥ କରିବାକୁ ହେଲେ - ସୁସ୍ଥ ଜୀବନ ର ଆଧାର ଉତ୍ତମ ଖାଦ୍ୟ, ଯୋଗ ର ଅଭ୍ୟାସ ଏବଂ ଉତ୍ତମ ଚିନ୍ତାଧାରା ରେ ଏହାର ସାର୍ଥକତା ଲାଭ କରିହେବ।
Personal
•
09
Jan 2024 9:20 PM
•
•