ଆଜିର ଯୁବପିଢ଼ୀଙ୍କ ପାଇଁ ଉପାଦେୟ ପୁସ୍ତକ
ପରମ ଯୋଗୀ ତଥା ମହାମାନବ ଗୁରୁ ମହାବତ୍ତାର ବାବାଜୀଙ୍କଠାରୁ ଅଳକାନନ୍ଦାର ବରଫ ଭଳି ଜଳରେ ସେ ଦୀକ୍ଷା ଗ୍ରହଣ କରୁଛନ୍ତି ଏବଂ ସେଠାରୁ ତାଙ୍କ ଧ୍ୟାନର ପଥ ଆରମ୍ଭ ହୋଇଛି। କୁଣ୍ଡଳିନୀ ଜାଗ୍ରତ କରିବାର ମହାନ୍ ବିଦ୍ୟା ଓ ସାଧନା ବିଷୟରେ ସେ ଲେଖିଛନ୍ତି ଏଥିରେ। ଯୋଗ, ବେଦାନ୍ତ ତଥା ଉପନିଷଦ୍ ଓ ନାଥ ସମ୍ପ୍ରଦାୟ ଉପରେ ତାଙ୍କର ଅଗାଢ଼ ପାଣ୍ଡିତ୍ୟ ଏହି ପୁସ୍ତକରେ ତାଙ୍କ ଲେଖାରେ ପ୍ରତୀୟମାନ।
Literature
•
18
Feb 2024 6:48 PM
•
•