ଭାରତର ଜି.ଡି.ପିରେ ଓଡ଼ିଶାର ଅଂଶୀଦାରୀ
ଆର୍ଥିକ ବର୍ଷ 2022-23ରେ ମହାରାଷ୍ଟ୍ର ଭାରତର ଜି଼ଡିପିରେ ସର୍ବାଧିକ 14.4 ପ୍ରତିଶତର ଅଂଶୀଦାର କରୁଥିବା ବେଳେ ଓଡ଼ିଶାର ଅଂଶୀଦାରୀ 2.8 ପ୍ରତିଶତ ହାରରେ ବଢ଼ିଛି ଯାହା 2011-12 ଆର୍ଥିକ ବର୍ଷରେ 2.64 ଥିଲା।
Finance
•
31
Dec 2023 11:01 AM
•
•
Finance
•
•
•