ଭାରତୀୟ ସଂସ୍କୃତିରେ -:ନାରୀର ମହତ୍ତ୍ଵ:-
'ସଂସ୍କୃତି ' ଶବ୍ଦ ର ପ୍ରକୃତ ଅର୍ଥ କୁ ଯଦି କେଉଁ ଦେଶ ଆନ୍ତରିକ ଚେତନା ଦୃଷ୍ଟି ରେ ଦେଖେ, ତେବେ ମୁଁ କହିବି ସେ ହେଉଛି ଆମ ଭାରତ। ଯେଉଁ ଦେଶ ର ଧୂଳିକଣା ଓ ବାୟୁ ରୁ ଚନ୍ଦନ ର ବାସ୍ନା ଏ ଧରାପୃଷ୍ଠ କୁ ବ୍ୟମିତ ସେ ହେଉଛି ଭାରତ ଭୁଇଁ। ମୁଁ କହିବି ଆମ ଭାରତୀୟ ସଂସ୍କୃତି ଭାରତୀୟ ମାନଙ୍କ ଆତ୍ମିକ ଚେତନା ର ନାମାନ୍ତର। ଯାହା ଆମ ପାଇଁ ଗୌରବ ର ଧାରା ସୃଷ୍ଟି କରେ , ତାକୁ ସମ୍ମାନ ଜଣାଇ ନିଜର ମତ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।
Culture
•
08
Mar 2024 9:56 PM
•
•