ଚଳିତ ବର୍ଷର ଶ୍ରାବଣ ମାସ ରେ ଜାଣନ୍ତୁ ଶୁଦ୍ଧ ସୋମବାର

ଭଗବାନ ଶଙ୍କରଙ୍କର ଅତ୍ଯନ୍ତ ପ୍ରିୟ ଶ୍ରାବଣ ସୋମବାର। ଏହି କାରଣରୁ ଶିବଙ୍କ ପୂଜା ପାଇଁ ଶ୍ରାବଣ ମାସ ଉତ୍ତମ ହେବା ସହ ଏହି ମାସରେ ଭଗବାନଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ମାସରେ ପାର୍ଥିବ ଶିବଲିଙ୍ଗ ନିର୍ମାଣକୁ ବିଶିଷ୍ଟ କୁହାଯାଇଥାଏ। କାରଣ ସାଧକମାନେ ନିଜେ ଏହି ଶିବଲିଙ୍ଗ ନିର୍ମାଣ କରିଥାନ୍ତି। ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ସେହିଭଳି ଶାସ୍ତ୍ର ଅନୁଯାୟୀ ପାର୍ଥିବ ଶିବଲିଙ୍ଗର ପୂଜା କରିବା ଦ୍ବାରା କୋଟି କୋଟି ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ।

Festivals

•

12
Jul
2023 8:22 PM

•

•


ଚଳିତ ବର୍ଷର ଶ୍ରାବଣ ମାସ ରେ ଜାଣନ୍ତୁ ଶୁଦ୍ଧ ସୋମବାର