କିପରି ଉତ୍କଳ ପାଇଲା ତା ରୂପରେଖ

୧୯୩୬ ମସିହା ଏପ୍ରିଲ ୧ ତାରିଖ । ରାଜ୍ୟ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ଏହି ଅବିସ୍ମରଣୀୟ ତାରିଖ, ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରନ୍ତି । ଏତାରିଖ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସକୁ ବୟାନ କରେ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ।

Culture

31
Mar
2023 1:25 PM


କିପରି ଉତ୍କଳ ପାଇଲା ତା ରୂପରେଖ