ଲାକ୍ଷାଦ୍ଵୀପ ଭଳି ଆମ ଦେଶରେ ଥିବା ଅନ୍ୟ ପର୍ଯ୍ୟଟକ ବା ଦର୍ଶନୀୟ ସ୍ଥଳୀ ଯାହାକୁ ପ୍ରତ୍ୟେକ     -:ଭାରତୀୟ ଜାଣିବା  ନିହାତି ଆବଶ୍ୟକ :-

  ' ଭ୍ରମଣ ' ଶବ୍ଦ ମନକୁ ଆକର୍ଷିତ ଓ ପ୍ରଫୁଲ୍ଲିତ କରେ। ମନୁଷ୍ୟ  ତାର ଜିଜ୍ଞାସାର ପରିପୂର୍ତ୍ତି ତଥା ଜ୍ଞାନ ଅର୍ଜନ ପାଇଁ ସେ ସୃଷ୍ଟି କରିଛି ଅନେକ ମାଧ୍ୟମ:ପରୋକ୍ଷ ଦିନ ଅପେକ୍ଷା ପ୍ରତ୍ୟେକ ଉଦ୍ୟାନ ଅଧିକ ଫଳପ୍ରଦ ଓ ପ୍ରଭାବଶାଳୀ। ଭ୍ରମଣ ମନୁଷ୍ୟ ର ଏକ  ସହଜାତ ପ୍ରବୃତ୍ତି। ତେବେ ଭାରତୀୟ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କଲେ ତାହା ଶାରୀରିକ ଓ ମାନସିକ ଭାବେ ଶାନ୍ତି ଓ ଆନନ୍ଦ ପ୍ରଦାନ କରିପାରିବ କି? ମୁଁ ମୋର ଶବ୍ଦ ଓ ଭାଷା କୁ ସଂଗଠନ କରି ସ୍ଵଳ୍ପ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।

Travel

12
Jan
2024 7:20 PM


  ଲାକ୍ଷାଦ୍ଵୀପ ଭଳି ଆମ ଦେଶରେ ଥିବା ଅନ୍ୟ ପର୍ଯ୍ୟଟକ ବା ଦର୍ଶନୀୟ ସ୍ଥଳୀ ଯାହାକୁ ପ୍ରତ୍ୟେକ     -:ଭାରତୀୟ ଜାଣିବା  ନିହାତି ଆବଶ୍ୟକ :-