✨ -:ଶାଶ୍ଵତ ପ୍ରେମ:-✨

'ପ୍ରେମ ' ଏହି ଶବ୍ଦ ଟି ସଭିଙ୍କ ହୃଦୟ ରେ ବିରାଜମାନ। ଏହାର ଅର୍ଥ କେବଳ ଭଲ ପାଇବା ନୁହେଁ ବରଂ ମୋ ମତରେ ତ୍ୟାଗ, କର୍ତ୍ତବ୍ୟ, ଅନୁରାଗ, ସହାନୁଭୂତି, ଆତ୍ମୀୟତା, ଶ୍ରଦ୍ଧା, ଏକତ୍ମତା ଇତ୍ୟାଦି।  ପ୍ରେମ କେବଳ ଦୁଇଟି ବ୍ୟକ୍ତି ର ଅନ୍ତତଃ ନିର୍ଣ୍ଣୟ ନୁହେଁ।  ବରଂ ମୁଁ କହିବି ଯଦି ତେବେ ଜୀବଜନ୍ତୁ ଙ୍କ ପାଇଁ ହେଉ ବା ବୃକ୍ଷ ଲତା, ଦୁଃଖୀ ଦରିଦ୍ର ପାଇଁ ହେଉ ଅବା ଧନୀ ଶ୍ରେଣୀ ପାଇଁ ଏଇ କ୍ଷୀଣ ଭଙ୍ଗୁର୍ ମନରେ ଆନ୍ତରିକତା, ସହାନୁଭୂତିତା, ପ୍ରୀତି ତଥା ପ୍ରିଣନ ଏବଂ କର୍ତ୍ତବ୍ୟ ର ଢେଉ ଉଙ୍କି ମାରିବା  ର ମାଧ୍ୟମ କୁ ପ୍ରେମ କୁହାଯାଏ ।

Lifestyle

•

10
Feb
2024 9:40 PM

•

•


           ✨ -:ଶାଶ୍ଵତ ପ୍ରେମ:-✨