ଆଦି ଶଙ୍କରାଚାର୍ଯ୍ୟଙ୍କ ଭଜଗୋବିନ୍ଦମ୍

ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ବେଦାନ୍ତ ଉପରେ ପର୍ଯ୍ୟବେଶିତ ସମସ୍ତ କୃତି ମଧ୍ୟରୁ #ଭଜଗୋବିନ୍ଦମ୍ ହେଉଛି ସବୁଠୁ ସରଳ ଓ ସୁନ୍ଦର ରଚନା। ଏହା ବେଦାନ୍ତରେ ନିହିତ ସମସ୍ତ ମୌଳିକ ଉପଦେଶକୁ ଅତି ସରଳ ଭାବରେ ବୁଝାଇଥାଏ । ଶଙ୍କରାଚାର୍ଯ୍ୟ ଜ୍ଞାନ ମାର୍ଗର ପ୍ରମୁଖ ଦିଗଦର୍ଶକ ଅଟନ୍ତି । କିନ୍ତୁ ଭଜ ଗୋବିନ୍ଦମରେ ସେ ଅତି ସୁନ୍ଦର ଭାବରେ ଜ୍ଞାନ ଓ ଭକ୍ତି ମାର୍ଗର ସମ୍ମିଶ୍ରଣ କରିଛନ୍ତି । ଉଭୟ ମାର୍ଗ ମନୁଷ୍ୟକୁ ମୁକ୍ତି ପଥରେ ନେଇଥାଏ ।

Spiritual

•

08
Nov
2023 7:36 PM

•

•


 ଆଦି ଶଙ୍କରାଚାର୍ଯ୍ୟଙ୍କ ଭଜଗୋବିନ୍ଦମ୍