ରାତି ଯେବେ ଗାଢ଼ ହୁଏ.....

ଦୂର ଦିଗ୍‌ବଳୟ ପରି ରାତି ଓ ଜହ୍ନ। ମିଳନ ଓ ବିରହର ଛକାପଞ୍ଝାରେ ହଜିଯାଆନ୍ତି ପୁଣି ସୂର୍ଯ୍ୟ ଲୁଚିବା ଯାଏଁ। ସମାନ୍ତରାଳ ଦୁଇ ରେଖା ପରି ପ୍ରେମ ବି ଚାଲୁଥାଏ ରାତିର ଜ୍ୟୋତ୍ସ୍ନା ସହ।

Personal

12
Feb
2024 9:59 PM