ରଙ୍ଗ 

ପୁଅ ବୋହୁଙ୍କ ଗାଡି ପହଞ୍ଚି ଯାଇଥିଲା। ନୂଆ ବୋହୂ ଘରେ ପାଦ ଦେଲା। ଶଙ୍ଖ ହୁଳୁହୁଳିରେ ଖଣ୍ଡମଣ୍ଡଳ କମ୍ପି ଉଠିଲା। ବୋହୂ ଦାଣ୍ଡ ଦୁଆରୁ ପିଠଉରେ ଚିତା ଲେଖିଲେଖି ଠାକୁର ଘରଯାଏଁ ପହଞ୍ଚିଲା।

Lifestyle

22
Feb
2024 9:21 AM


ରଙ୍ଗ