ରୋଷହୋମ  ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ରୋଷହୋମ କରାଯିବାର ସମୟ ସକାଳ ୮ଟାରୁ ୮.୩୦ମି. ମଧ୍ୟରେ ଅଟେ । ଠାକୁରମାନଙ୍କ ବେଶଲାଗି ଓ ରୋଷହୋମ ଏକା ସମୟରେ ହୋଇଥାଏ। ଏହି ନୀତିରେ ପୂଜାପଣ୍ଡା, ଧୋପଖାଳିଆ, ନିକାପ ପ୍ରଭୃତି ସେବକମାନେ ନିୟୋଜିତ ହୋଇଥାନ୍ତି ।

Spiritual

18
Oct
2023 8:31 PM


ରୋଷହୋମ  ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା