ଶ୍ରୀମନ୍ଦିର ସ୍ଵତ୍ବଲିପି ମୁତାବକ ଦୈନନ୍ଦିନ ଆଳତି

ଶ୍ରୀମନ୍ଦିର ସ୍ଵତ୍ବଲିପି ମୁତାବକ ଦୈନନ୍ଦିନ ରନ୍‌ସିଂହାସନାଧୂଷ୍ଠିତ ଶ୍ରୀବିଗ୍ରହମାନଙ୍କର ମଙ୍ଗଳ ଆଳତି, ମଇଲମ ଅବକାଶ, ସାହାଣ ମେଲା, ବେଶ ଲାଗି, ରୋଷ ହୋମ, ଗୋପାଳବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ ଧୂପ, ମଧ୍ୟାହ୍ନ ଧୂପ, ମଧ୍ୟାହ୍ନ ପହୁଡ଼, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ ସିଂହାର ବେଶ ଓ ଧୂପ, ପହଡ଼ ଓ ଖଟ ଶେଜ ଲାଗି, ଦେବଦାସୀ ସେବା ଆଦି ଅନୁଷ୍ଠିତ ହୋଇଥାଏ । ଏ ସମସ୍ତ ନୀତି ନୀତି ମଧ୍ୟରୁ ଆଳତି ବିଧାନ ଅନ୍ୟତମ ।

Spiritual

27
Nov
2023 10:47 AM


ଶ୍ରୀମନ୍ଦିର ସ୍ଵତ୍ବଲିପି ମୁତାବକ ଦୈନନ୍ଦିନ ଆଳତି