ଛତ୍ରପତି ଶିବାଜୀ ଜୟନ୍ତୀ ଓଡ଼ିଆ ଜାତୀୟତା ଭାବ; ଏକ ତର୍ଜମା 

ଗତ ୧୯ ଫେବୃଆରୀ ସମଗ୍ର ଭାରତବର୍ଷରେ ଛତ୍ରପତି ଶିବାଜୀ ଜୟନ୍ତୀ ପାଳିତ ହେଲା। ଆମର କିଛି ସ୍ଵାଭିମାନୀ, ଅନ୍ଵେଷୀ ଭାଇ ମାନଙ୍କ ପ୍ରଚେଷ୍ଟାରେ ତା'ପୂର୍ବରୁ ୧୬ ଫେବୃଆରୀ ରେ ପାଳିତ ହୋଇଥିଲା ଓଡ଼ିଶାର ମହାନ୍ ଗଙ୍ଗବଂଶୀୟ ସମ୍ରାଟ ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବଙ୍କ ୯୪୬ତମ ରାଜ୍ୟାଭିଷେକ ଦିବସ। ସେହିପରି ଗତ ଜୁନ୍ ୨୯ ରେ ପାଳିତ ହୋଇଥିଲା ଓଡ଼ିଶାର ସୂର୍ଯ୍ୟବଂଶୀ ସମ୍ରାଟ ଗଜପତି କପିଳେନ୍ଦ୍ର ଦେବଙ୍କର ୫୮୮ତମ ରାଜ୍ୟାଭିଷେକ ଦିବସ। କିନ୍ତୁ କିଛି ବ୍ୟକ୍ତିବିଶେଷଙ୍କ ସାମାଜିକ ଗଣମାଧ୍ୟମର ପୃଷ୍ଠାରେ ଦେଖିବାକୁ ମିଳିଲା କିଛି ଅସୂୟାଯୁକ୍ତ ଆଲୋଚନା

History

22
Feb
2024 11:13 PM


ଛତ୍ରପତି ଶିବାଜୀ ଜୟନ୍ତୀ ଓଡ଼ିଆ ଜାତୀୟତା ଭାବ; ଏକ ତର୍ଜମା