କ୍ରିକେଟର ପରିବର୍ତ୍ତିତ ନିୟମ
ଦିନିକିଆ କ୍ରିକେଟକୁ ପ୍ରଥମେ ୬୦ ଓଭର ବିଶିଷ୍ଟ ଓ ପରବର୍ତ୍ତୀ ସମୟରେ ୫୦ ଓଭର ବିଶିଷ୍ଟ କରାଗଲା। ସମୟ ସହିତ ତାଳ ଦେଇ ବର୍ତ୍ତମାନ ଟି୨୦ କ୍ରିକେଟ ଓ ଟି୧୦ ଲିଗ୍ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଲାଣି। କ୍ରିକେଟର କିଛି ନିୟମ ରହିଛି ଯାହା କଦାପି ପରିବର୍ତ୍ତନ ହେବନାହିଁ। ଯେମିତିକି ୨୨ଗଜର ପିଚ୍, ୨୨ ଇଞ୍ଚର ଷ୍ଟମ୍ପ ଓ ୬ ଇଞ୍ଚର ବେଲ୍। ତେବେକ୍ରିକେଟର ଆବିର୍ଭାବ ପରଠାରୁ ଅନେକ ନିୟମରେ ପରିବର୍ତ୍ତନ ଆସିଛି। ୧୭୭୪ରେ କ୍ରିକେଟରେ ଲେଗ୍ ବିଫୋର ଉଇକେଟ(ଏଲ୍ବିଡବ୍ଲ୍ୟୁ) ନିୟମ ପ୍ରଚଳିତ ହେଲେ।
Sports
•
07
Apr 2023 10:22 PM
•
•