ଏକ ଭଲ ଜୀବନ ବଞ୍ଚିବା ପାଇଁ ମୋ ଦୃଷ୍ଟି କୋଣରୁ ବା ମୋ ଦୃଷ୍ଟି ଗୋଚର ରେ। -:୫ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ବା ମୁଖ୍ୟ ଆଧାର:-
ପ୍ରଥମ କଥା 'ମୁଁ କିମ୍ବା ମୋର' ର ଅର୍ଥ ଅହଂ ଭାବ କୁ ବୁଝାଇଥାଏ। କିନ୍ତୁ ଏ କ୍ଷେତ୍ର ରେ ଯେହେତୁ ନିଜର ମତାମତ ଉପରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ କୁ ପାଳନ କରିବା ମୋର କର୍ତ୍ତବ୍ୟ, ତ ନିଶ୍ଚିତ ଭାବେ ଚେଷ୍ଟା କରିବି ମୋ ଦୃଷ୍ଟି କୋଣ କୁ ସଂକୀର୍ଣ୍ଣ ନ କରି ବ୍ୟାପକ କରିବା ପାଇଁ ଆପଣ ମାନଙ୍କ ସମ୍ମୁଖରେ।
Lifestyle
•
21
Jan 2024 7:24 PM
•
•