ଫଳାହାର ଆମ ଶରୀର ପାଇଁ ଅମୃତସମ।
ଆୟୁର୍ବେଦ ଅନୁସାରେ ଫଳକୁ କୌଣସି ଖାଦ୍ୟସହ ମିଶାଇ ଖାଇବା ଉଚିତ୍ ନୁହେଁ। ଏହାକୁ ଖାଲି ପେଟରେ ମଧ୍ୟ ଖାଇବା ଉଚିତ୍ ନୁହେଁ, କାରଣ ଫଳରେ ଥିବା ଏସିଡ୍ ବା ଅମ୍ଲୀୟ ଅଂଶ ପାଚନରେ ଅସୁବିଧା ତଥା ଅମ୍ଲଦୋଷ ସୃଷ୍ଟି କରେ।
Food
•
24
Feb
2024 8:17 PM
•
•