ଇତିହାସର ଇତିବୃତିରେ ଖଲିସ୍ତାନ ଆନ୍ଦୋଳନ
ଅତୀତରେ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଅପରେସନ୍ ବ୍ଲୁ ଷ୍ଟାର(୧୯୮୪) ଓ ଅପରେସନ୍ ବ୍ଲାକ୍ ଥଣ୍ଡର(୧୯୮୬, ୧୯୮୮) ମଧ୍ୟ ହୋଇଛି। କାନାଡା ଓ ବିଦେଶରେ ବସବାସ କରୁଥିବା କିଛି ଶିଖ୍ ଏହି ଆନ୍ଦୋଳନକୁ ସମର୍ଥନ ମଧ୍ୟ ଦେଇଥାନ୍ତି। ତେବେ କିଛି ବର୍ଷ ଧରି ଶାନ୍ତ ରହିଥିବା ଖଲିସ୍ତାନ ଆନ୍ଦୋଳନ ପୁଣି ଥରେ ମୁଣ୍ଡ ଟେକିଛି।
History
•
09
Mar 2023 11:53 PM
•
•
