କାଳିଆ⭕❗⭕ସାଆନ୍ତେ -:🙏 ହୋ 🙏:-
ଭକ୍ତି ରେ ଅଭିମାନ ଥାଏ। ନହେଲେ ତ ଏ ଚକା ଆଖି ଶୁଣିବନି । ମୋର ଅଭିମାନ ନାହିଁ କି ଅଭିଳାଷ ନାହିଁ। କେବଳ ତୁମ ଦର୍ଶନ ଅପେକ୍ଷାରେ ମୁଁ ନିଜ କୁ ତୁମ ପଦପଙ୍କଜ ରେ ସମର୍ପଣ କରୁଛି। କ୍ଷମା କର 🙏 ପ୍ରଭୁ !ମୋ ଭକ୍ତି ରେ କେବେ ଯଦି ଅସନ୍ତୁଷ୍ଟି ଥାଏ।
Spiritual
•
24
Feb 2024 2:33 PM
•
•