ଓଡ଼ିଆ ଭାଷାରେ ଆଧୁନିକ ଯୁଗର 5 ଜଣ ଔପନ୍ୟାସିକ 

ଭାଷା ଯାହା ମନର ଭାବକୁ ପ୍ରକାଶ କରିଥାଏ | ଭାଷା ଅନେକ ଅଛି କିନ୍ତୁ ଜନ୍ମଭୂମିର ଭାଷାରେ ସାହିତ୍ୟରେ ଯେଉଁ ସ୍ପର୍ଶ ଅଛି ତାହା ଜୀବନ୍ତ କରିଦିଏ ଜୀବନର ଯବନିକା ପଡିଯିବା ପରେ ମଧ୍ୟ | ଆଉ ଏ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ଭୂମି ଓଡିଶାର ମାଟିରେ ଝରିପଡୁଥିବା ଭାଷା ସାହିତ୍ୟ ଓଡ଼ିଆ ପ୍ରତ୍ୟେକ ଓଡିଶାବାସୀଙ୍କ ଆତ୍ମା |

Personal

12
Jan
2024 8:11 PM


ଓଡ଼ିଆ ଭାଷାରେ ଆଧୁନିକ ଯୁଗର 5 ଜଣ ଔପନ୍ୟାସିକ