✨ଦାର୍ଶନିକ ଓ ସନ୍ଥ ସ୍ବାମୀ ବିବେକାନନ୍ଦ ✨

   ଯେଉଁ କେତେ ଜଣ ମହାନ୍ କିମ୍ୱଦନ୍ତୀ ମହାପୁରୁଷ ଙ୍କ ଜନ୍ମ କେବଳ ନିଃସ୍ଵାର୍ଥପର ଭାବେ ସାରା ଭୂବନ ନିମନ୍ତେ ଉତ୍ସର୍ଗ ହୋଇଥିଲା। ସେମାନଙ୍କ ସମ୍ପର୍କ ରେ ଉଲ୍ଲେଖ କରିବା ପାଇଁ ମୋ ପାଖରେ ସେହି ଯୋଗ୍ୟତା ର ଭାଷା ନାହିଁ।                       କିନ୍ତୁ                                        ଚେଷ୍ଟା କରିବି ସେହି ଦିଗନ୍ତ ପୁରୁଷ ସ୍ବାମୀ ବିବେକାନନ୍ଦ ଙ୍କ ସମ୍ପର୍କ ରେ ସ୍ଵଳ୍ପ  ପ୍ରତି ସ୍ଥାପନ କରିବା ପାଇ ମୋ ଭାବନା ରେ ଥିବା ସମ୍ମାନ ଓ ସମର୍ପଣ ଭାବ କୁ ନେଇ ଭାଷା ର ପ୍ରତିରୂପ ଦେବ ପାଇଁ।

సంస్కృతి

•

06
Jan
2024 8:48 AM

•

•


  ✨ଦାର୍ଶନିକ ଓ ସନ୍ଥ ସ୍ବାମୀ ବିବେକାନନ୍ଦ ✨