କବିତା ଶୀର୍ଷକ -"ସାଥି "
"ସାଥି" ପୁସ୍ତକ ରୁ ପ୍ରେରିତ କବିତା "ସାଥି" ପ୍ରେରଣା ଯୋଗାଉଥିବା କବିତା ରେ ଅନେକ ମାଧୁଯ୍ୟ ଭରି ହୋଇଥାଏ ଯାହା ମୋର ନିଜସ୍ୱ ଅନୁଭୂତି 🙏ଆଜିର ସାଥି ସମୀକ୍ଷା କାଯ୍ୟକ୍ରମ ବହୁତ ଭଲ ଲାଗିଛି, ଯେଉଁ ସାଥି ପୁସ୍ତକ ର ଅନ୍ତନାହିଁ, ଯେଉଁ ଲେଖାରେ ଅନ୍ତର୍ନିହିତ ଭାବନାର ଉଦବେଗ କହିଲେ ଅତୃକ୍ତି ହେବ ନାହିଁ, ସତରେ ବହୁତ ନିଆରା ଢଙ୍ଗରେ ଲିଖିତ, ଯଦି ଏଇ ଛୋଟ କବିତା ଟି ଭଲ ଲାଗେ ତାହେଲେ ନିଶ୍ଚିନ୍ତ ଜଣେଇବେ 🙏
సాహిత్యం
•
30
Dec 2023 1:37 AM
•
•