ଓଡ଼ିଆ ସଙ୍ଗୀତ ଶାସ୍ତ୍ରୀୟ ସ୍ବରୂପ
ଓଡ଼ିଆ ପ୍ରାଣର ଅତି ନିଜର ଶ୍ରୀ ଜଗନ୍ନାଥଙ୍କୁ ନେଇ ଓଡ଼ିଶୀର ବିକାଶ । ଇତିହାସ କୁହେ, ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ସମୟରୁ ଓଡ଼ିଶୀ ସଙ୍ଗୀତର ବିକାଶ ହୋଇଥିଲା । ଏଗାର ଶହ ଶତକରେ ଓଡ଼ିଆ ସଙ୍ଗୀତ, ତ୍ରିସ୍ବରୀ, ଚର୍ତୁସ୍ବରୀ ଓ ପଞ୍ଚସ୍ବରୀ ଭାବରେ ରହିଥିଲା । କିନ୍ତୁ ପରେ ପରେ ଏହା ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ଭାବରେ ମାନ୍ୟତା ପାଇଲା ।
సంస్కృతి
•
09
Mar 2023 3:34 PM
•
•
