ଓଡ଼ିଶାର ବନ୍ୟଜନ୍ତୁ ଅଭୟାରଣ୍ୟ
ଓଡ଼ିଶାରେ ପ୍ରାୟ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭୩ ପ୍ରକାର ପକ୍ଷୀ, ୧୧୦ ପ୍ରକାର ସରୀସୃପ, ୧୯ ପ୍ରକାର ଉଭୟଚର ଓ ୨୭୨୦ ପ୍ରକାର ଉଦ୍ଭିଦ ଦେଖାଯାଆନ୍ତି । ରାଜ୍ୟରେ ୧୪ ଟି ଅଭୟାରଣ୍ୟ ସହ ୨ ଟି ଜାତୀୟ ଉଦ୍ୟାନ ମଧ୍ୟ ରହିଛି ।
ప్రయాణం
•
06
Apr 2023 8:08 AM
•
•