ଓଡ଼ିଶାର କଳାରେ ହସ୍ତତନ୍ତର ଭୂମିକା

ଏହି ହସ୍ତତନ୍ତ କାରିଗରମାନେ ଆମ ମହାପ୍ରଭୁ ଜଗନ୍ନାଥଙ୍କର ଅନେକ ପୂଜା ପର୍ବାଣୀକୁ ମଧ୍ୟ ଏହି ପଟ୍ଟଚିତ୍ର ମାଧ୍ୟମରେ ଶାଢ଼ୀ ଉପରେ ଚିତ୍ର କରି ବୁଣନ୍ତି ଯାହା ଅଣ ଓଡ଼ିଆ ଜନସାଧାରଣଙ୍କ ପାଇଁ ଆମ ଓଡ଼ିଶାର କଳା ବିଷୟରେ ଏକ ସମ୍ୟକ୍ ଧାରଣା ଦିଏ । ଏହି ଟସର ପାଟ ଉପରେ ହୋଇଥିବା ଚିତ୍ରମଧ୍ୟରେ ଆହୁରି ପାଇବେ ବିଭିନ୍ନ ପୌରାଣିକ ବିଷୟ ବର୍ଣ୍ଣିତ ଛବି। ମଥୁରା ବିଜୟ, ଶ୍ରୀକୃଷ୍ଣଙ୍କ ଗୋପଲୀଳା, ରାସଲୀଳା, ଜଗନ୍ନାଥଙ୍କ ରଥଯାତ୍ରା ଆଦି ଯାହା ପଟ୍ଟଚିତ୍ରର ବିଷୟ ଦ୍ୱାରା ପ୍ରେରିତ।

సంస్కృతి

•

11
Dec
2023 7:12 PM

•

•


ଓଡ଼ିଶାର କଳାରେ ହସ୍ତତନ୍ତର ଭୂମିକା