ସାଗର କୂଳୁ ଶିକ୍ଷା ଟିଏ...
କେଜାଣି କାହିଁକି ସେଦିନ ସେ ମତେ ବହୁତ ନିଜର ଲାଗିଲା... ସତେ ଯେପରି ମୋର ସବୁ ପ୍ରଶ୍ନ ର ଉତ୍ତର ମତେ ମିଳିଯାଇଥିଲା.. କର୍ମ ହିଁ ନିଜର ଶ୍ରେଷ୍ଠ ପ୍ରାପ୍ତି... ନିଜ କର୍ମ କୁ ଯେବେ ଭଲ ପାଇବା ଶିଖିବା ଓ ସକାରାତ୍ମକ ରୂପେ ଚିନ୍ତା କରିବା ତେବେ ସବୁ କାମ ସହଜ ଓ ସୁନ୍ଦର ହୋଇଯିବ...
వ్యక్తిగతం
•
07
Feb 2024 1:13 AM
•
•