ଉତ୍କଳୀୟ ପରମ୍ପରାରେ ଧାନକଟା ଓ ମାଣବସା
ଶେଷପାଳି ଗୁରୁବାରର ଦୁଇତିନି ଦିନ ଆଗରୁ ଆରିସା ପିଠା ପାଇଁ ଚାଲେ ପ୍ରସ୍ତୁତି। ଚାଉଳକୁ ଭିଜେଇ ଶୁଖେଇ ଜେଜେମା ଓ ବୋଉ ଆମ ବାରିଘରେ ପଡ଼ିଥିବା ଢିଙ୍କିରେ ଗୁଣ୍ଡ କରନ୍ତି। ବର୍ତ୍ତମାନ ଅବଶ୍ୟ ସେ ଢିଙ୍କି ଆଉ ନାହିଁ। ସମୟକ୍ରମେ ଏବେ ଗ୍ରାଇଣ୍ଡର ଢିଙ୍କିର ଜାଗା ନେଇଛି। ସେଇ ଢିଙ୍କିରେ ଚାଉଳଗୁଣ୍ଡ କରି ମଣ୍ଡା ପିଠା, ଗଇଁଠା, ଆରିସା ପରି କେତେ ପିଠା ବୋଉ ଓ ଜେଜେମା ବନାନ୍ତି।
సంస్కృతి
•
15
Dec 2023 8:05 PM
•
•