୨୦୨୪ ରେ ଭାରତ- ଏକ ବିଶ୍ଲେଷଣ

୨୦୨୪ ରେ ଭାରତ କଥା ଶୁଣୁଶୁଣୁ ଆପଣଙ୍କ ଆଖିରେ ନିଶ୍ଚୟ ଆଗାମୀ ନିର୍ବାଚନର ଭାବନା ଆସି ସାରିବଣି। ହଁ ଏପ୍ରିଲ୍‌ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବର୍ଷର ପ୍ରଥମ ଭାଗରେ ଦଳୀୟ ପ୍ରଚାର ବ୍ୟାପକ ହେବାର କୁହାଯାଇପାରେ।

Govt. Affairs

•

31
Dec
2023 9:24 AM

•

•