ଅଯୋଧ୍ୟା ରେ ଶ୍ରୀ ରାମଚନ୍ଦ୍ର🙏🙏 ଏକ -:ଦୃଷ୍ଟି କୋଣ:-
"ସୀୟାବର ରାମଚନ୍ଦ୍ର କୀ ଜୟ "! ପୂର୍ବ ଦଶନ୍ଧି ର ପୃଷ୍ଠା ଓଲଟାଇଲେ ଅଯୋଧ୍ୟାକୁ କେବଳ ରାମାୟଣ ସ୍ମୃତି ରେ ହିଁ ସୁନ୍ଦର ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ଠାରୁ ଆରମ୍ଭ କରି କଳି ଦଶନ୍ଧି ର ଅନ୍ତଃ ପର୍ଯ୍ୟନ୍ତ ସ୍ଵଂୟ ପ୍ରଭୁ ରାମଚନ୍ଦ୍ର ଙ୍କ ଆଗମନ ତଥା ବିଗ୍ରହ ର ପ୍ରାଣପ୍ରତିଷ୍ଠା ସାରା ବିଶ୍ଵ କୁ ଭବ୍ୟ ଓ ଦିବ୍ୟ ର ଅନୁଭବ ବା ଅନୁଭୂତି ପ୍ରଦାନ ନିଶ୍ଚୟ କରିବ। ରାମମୟ ଏଇ ବିଶ୍ଵ। ସେହି ବିଶ୍ୱବିଧାତା ଙ୍କ ପାଦ ତଳେ ଭକ୍ତି ପୂର୍ଣ୍ଣ ପ୍ରଣାମ ଜଣାଇ ଏବଂ ଏଇ ସ୍ୱାର୍ଥବାଦୀ ଜୀବନ ଟାକୁ ତାଙ୍କ ଚରଣରେ ସମର୍ପଣ କରି ବ୍ୟାପକ ଉଲ୍ଲେଖ କରିବାକୁ ଚେଷ୍ଟା କରିବି।
Spiritual
•
31
Jan 2024 11:33 AM
•
•