ରାତି ଓ ପ୍ରେମ ର  ପରିଭାଷା 💗😊✍️..

ନିଶବଦ ରଜନୀ ଘନ ରେ ପ୍ରେମର ପରିଭାଷା ବୁଝିବା ସତେ ଯେପରି କଷ୍ଟ ସାଧ୍ୟ ଅଙ୍କ ବୁଝିବା ପାଇଁ ଉପଯୁକ୍ତ ଦିବସ.. ପ୍ରେମ ମାତ୍ର ଅଢେଇ ଅକ୍ଷର ଶବଦ କିନ୍ତୁ ତା ଭିତରେ ଲୁଚି ରହିଛି ଦୁନିୟର ମର୍ମ ଜ୍ଞାନ 💗✍️।

Personal

•

12
Feb
2024 1:03 PM

•

•


ରାତି ଓ ପ୍ରେମ ର  ପରିଭାଷା 💗😊✍️..