ଶ୍ରୀ ଦୁର୍ଗା ଶୟନୋତ୍ସବ
ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି । ରାତ୍ରକାଳକୁ ଅଷ୍ଟମୀ ରହୁଥିବା ହେତୁ ଦେବୀ ଦୁର୍ଗାଙ୍କ ଶୟନୋତ୍ସବ ନୀତି ଆଜି ପାଳିତ ହେବ ।
Spiritual
•
22
Sep
2023 11:05 AM
•
•