🤞 ଇଚ୍ଛା 🤞

    ଏମିତି ଏକ ଶବ୍ଦ ' ଇଚ୍ଛା ' ବାସ୍ତବରେ ଚିନ୍ତା କରି ହୁଏ, ହେଲେ  ପୂର୍ଣ୍ଣ କରିବା ବା ପ୍ରାପ୍ତ କରିବା ନିର୍ଭର କରୁଛି କେବଳ ଏ ସମୟ ଟା ଉପରେ। ହେଲେ କର୍ମ ନିଶ୍ଚୟ କରିଚାଲିବା , ତେବେ ସମୟ ଦିନେ ନା ଦିନେ ଆମ ସାଥ ଦେବ।🤞 

Travel

06
Jan
2024 2:07 PM