ଆଶ୍ୱିନରେ ଶାକ୍ତ ଗୁଣ୍ଡିଚା

ଶାକ୍ତ ଗୁଣ୍ଡିଚା କହିଲେ ଶ୍ରୀଜଗନ୍ନାଥ ଚେତନାର ଦୁର୍ଗମାଧବ ଉପାସନାକୁ ବୁଝାଇଥାଏ। ଦୁର୍ଗା ଓ ମାଧବ ଶବ୍ଦ ଦୁଇଟିର ଏକତ୍ର ସମାବେଶ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ରେ ଦେଖିବାକୁ ମିଳେ ଯାହା ଭାରତୀୟ ସଂସ୍କୃତିକୁ ଏକ ଅପୂର୍ବ ଅବଦାନ ଅଟେ ।

Spiritual

•

06
Oct
2023 12:19 PM

•

•


ଆଶ୍ୱିନରେ ଶାକ୍ତ ଗୁଣ୍ଡିଚା