ଅବକାଶ ନୀତି
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଏହି ନୀତିର ସମୟ ସକାଳ ୬ ଟାରୁ ୬.୩୦ ମଧ୍ୟରେ । ସକାଳ ମଇଲମ ପରେ ଅବକାଶ ନୀତି ହୁଏ । ଶ୍ରୀବିଗ୍ରହମାନଙ୍କର ଦନ୍ତମାର୍ଜନ ଓ ସ୍ନାନାଦିକର୍ମକୁ ଅବକାଶ କୁହାଯାଏ।
Spiritual
•
18
Oct
2023 8:15 PM
•
•