ଅମାବାସ୍ୟା ନୀତି
ଅମାବାସ୍ୟା ଦିନ ସକାଳବେଳା ବେଶ ବେଳେ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଏକ ତୁଳସୀ ମିଶା ଫୁଲମାଳ ଲାଗି କରାଯାଏ । ସକାଳଧୂପ ବଢି ଭିତର ଧୋ ପଖାଳ ହେଲାପରେ ମହାଜନ ସେବକ ଦକ୍ଷିଣିଘରୁ ଶ୍ରୀନାରାୟଣ ପ୍ରତିମାଙ୍କୁ ଆଣି ସିଂହାସନରେ ବିଜେ କରାନ୍ତି ।
Spiritual
•
20
Oct 2023 1:13 PM
•
•
Spiritual
•
•
•