Srujanee Logo

ବଳି ବାମନ ଉପାଖ୍ୟାନ

ସୁନ୍ଦର କୁନି ପୁଅଟିଏ॥ ଦେଖିଲେ ମନ ବାତ୍ସଲ୍ୟ ରସ ରେ ଭରି ଯାଉଛି॥ ସୁନ୍ଦର ବେଦ ଧ୍ୱନିରେ ଜଗତକୁ ସମ୍ମୋହିତ କରୁଛି॥ କିଛି ଭିକ୍ଷା ପାଇଁ ଦ୍ୱାର ରେ ଉପସ୍ଥିତ ହେଲେ॥ ଭିକ୍ଷାଂଦେହି ରାଜନ॥ ଦାନଂ ଦେହୀ॥ ମୁଖରେ ସାମବେଦର ମନ୍ତ୍ର ଗାନ॥ ରାଜନ ଯଜ୍ଞ ସ୍ଥଳରେ ଆହୁତି ଦେବାରେ ବ୍ୟସ୍ତ॥ ପାଖରେ ଗୁରୁ ଶୁକ୍ରାଚାର୍ଯ୍ୟ ଆହୁତି ମନ୍ତ୍ର ପାଠରେ ବ୍ୟସ୍ତ॥

Spiritual

•

26
Sep
2023 7:40 PM

•


ବଳି ବାମନ ଉପାଖ୍ୟାନ