ବନକଲାଗି ବା ଶ୍ରୀମୁଖସିଂହାର

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦିନ ଦ୍ବିପ୍ରହର ଧୂପପରେ ବନକଲାଗି ବା ଶ୍ରୀମୁଖସିଂହାର ହେବାର ନିୟମ ଅଛି ।

Spiritual

•

19
Oct
2023 8:00 PM

•

•


ବନକଲାଗି ବା ଶ୍ରୀମୁଖସିଂହାର