Srujanee Logo

ବାପା ତୁମେ 

ବାପାଙ୍କ ପାଇଁ ଆଜି ପୁଣି ଦିନଟିଏ ପାଳନ ହେଉଛି। ପିତୃ ଦିବସ କହି କେକ୍ କଟା ହେଉଛି। କିନ୍ତୁ ସେ କଣ ଗୋଟିଏ ଦିନରେ ସୀମିତ !! ବାପା ଯେ କେତେ ପରସ୍ତ ଦେଇ ଗଢ଼ା ମଣିଷଟିଏ ଯାହାର ଅନୁଭବ, ବିଶ୍ୱାସ, ଅନୁଶାସନ ସମଗ୍ର ସଭ୍ୟତା ପାଇଁ ବାରଦାନ। ଶବ୍ଦରେ ତାଙ୍କୁ ବୁଣିବାକୁ ଏକ ନ୍ୟୁନ ପ୍ରୟାସ। 

Personal

•

18
Jun
2023 12:51 PM

•


ବାପା ତୁମେ