ବେଣ୍ଟ ନୀତି

ଶ୍ରୀମନ୍ଦିରରେ ଥ‌ିବା ଅନେକ ପର୍ବାଣି ନୀତି ମଧ୍ୟରୁ ‘ବେଣ୍ଟ’ ଅନ୍ୟତମ । ବେଣ୍ଟ ଅର୍ଥ ଶିକାର । ଫାଲ୍‌ଗୁନ ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ, ଅଷ୍ଟମୀ ଓ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀରାମ ବେଣ୍ଟ ବା ଶିକାର ନିମିତ୍ତ ବିଜେ କରିବାର ପରମ୍ପରା ରହିଛି |

Spiritual

20
Oct
2023 8:00 PM


ବେଣ୍ଟ ନୀତି