ଭବାନୀପୁର ଶକ୍ତିପୀଠ 

ଭବାନୀପୁର ଶକ୍ତିପୀଠ, ବଙ୍ଗଳାଦେଶରେ ଥିବା ଏକ ହିନ୍ଦୁ ମନ୍ଦରି । ଏହି ମନ୍ଦିରଟି ବଙ୍ଗଳାଦେଶର ରାଜସାହି ଡିଭିଜନ‌ର ବୋଗ୍ରା ଜିଲ୍ଲାର ଶେରପୁର ଉପଜିଲ୍ଲାଠାରୁ ୨୮ କିଲୋମିଟର ଦୂର କରତୋୟା ନ‌ଦୀ କୂଳରେ ଅବସ୍ଥିତ । ଭାରତୀୟ ଉପମହାଦ୍ୱୀପରେ ଥିବା ଶକ୍ତିପୀଠମାନଙ୍କ ମଧ୍ୟରେ ଏହି ମନ୍ଦିରଟି ଅନ୍ୟତମ ।

Travel

13
Jul
2023 11:53 AM


ଭବାନୀପୁର ଶକ୍ତିପୀଠ