ଭୋଗମଣ୍ଡପ
ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ ଏହି ନୀତିର ସମୟ ସକାଳ ୧୧ ଘଣ୍ଟା । କିନ୍ତୁ ସାଧାରଣ ଦିବସ ମାନଙ୍କରେ ଦୈନିକ ପଞ୍ଜିକା ଅନୁଯାୟୀ ଭୋଗମଣ୍ଡପ ନୀତିର ସମୟ ମଧ୍ୟାହ୍ନ ୧୨.୩୦ ମିନିଟ୍ ରୁ ୨ଟା ମଧ୍ୟରେ । ଆଜିକାଲି ଦେଖାଯାଉଛି ଯେ, କୌଣସି ଅସୁବିଧା ନଥିଲେ, ନୀତି ଠିକ୍ ଠାକ୍ ଗଲୁଥିଲେ, ଭୋଗମଣ୍ଡପ ଦିନ ୧୧.୩୦ ମିନିଟ୍ ରୁ ଉଠି ଭୋଗମଣ୍ଡପ ପୂଜା ୧.୩୦ ମିନିଟ୍ ମଧ୍ଯରେ ସମାପ୍ତ ହେଉଛି । ଭୋଗମଣ୍ଡପ ଠାକୁରଙ୍କର ଦୈନନ୍ଦିନ ସରକାରୀ ନୀତି ମଧ୍ୟରେ ଗଣ୍ୟ ନୁହେଁ, ଏହି ଭୋଗ ରାଜଭୋଗ ଅନ୍ତର୍ଗତ ନୁହେଁ ।
Spiritual
•
19
Oct 2023 11:40 AM
•
•