ଚାମର ସେବା

୧୪ ପିଢ଼ିରୁ ରହିଛି ହାତରେ ଚାମର । ପ୍ରଭୁଙ୍କ ପ୍ରିୟ ଜନ ହିଁ ଏହି ସେବା ଦିଅନ୍ତି । ଧୂପ (ଅନ୍ନ ଭୋଗ) ସମୟରେ ମହାପ୍ରଭୁଙ୍କ ଚାମର ସେବା ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନରେ ପୂଜାପଣ୍ଡା ସାମନ୍ତ ପୂଜା ବିଧି ଜାରି ରଖିଥିବେ । କଳାହାଟ ଦ୍ୱାର ନିକଟରେ ଥାଇ ମହାନାୟକ ଚାମର ସେବା କରିବାର ଶ୍ରୀମନ୍ଦିର ବିଧି ରହିଛି ।

Culture

25
May
2023 10:31 AM


ଚାମର ସେବା