ଚନ୍ଦ୍ରୟାନ ୩: ଏକ ସ୍ଵଦେଶୀ ଅଭିଯାନର ସଫଳ କାହାଣୀ
ଭାରତ ଯେତେବେଳେ ନିଜର ପ୍ରଥମ କୃତ୍ରିମ ଉପଗ୍ରହ “ଆର୍ଯଭଟ୍ଟ” ମହାକାଶକୁ ପଠେଇଲା, ସେତେବେଳେ ରୁଷିଆ ଚନ୍ଦ୍ର ପୃଷ୍ଠକୁ ନିଜର ୨୩ତମ ଲୁନା ପଠେଇବାର ବ୍ୟବସ୍ଥା କରୁଥିଲା । କହିବାକୁ ଗଲେ ଜହ୍ନକୁ ଦେଶ ମାନଙ୍କ ଦୌଡରେ ଆମେ ଶେଷ ଧାଡ଼ିରେ ରହି ଉଶ୍ଵାସ ମାରୁଥିଲୁ ।
Professional
•
29
Aug 2023 1:15 AM
•
•