ଚିରଞ୍ଜିବୀ ହେଲେ ଋଷି ମାର୍କଣ୍ଡେୟ
ଋଷି ମାର୍କଣ୍ଡେୟ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ । ସେ ଭଗବାନ ଶିବଙ୍କ ଭକ୍ତି ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ସିଦ୍ଧିରେ ନିଜର ଅଳ୍ପ ଆୟୁକୁ ଟାଳି ଦେଇ ଯୁଗ ଯୁଗାନ୍ତର ପାଇଁ ଚିରଞ୍ଜିବି ହୋଇଗଲେ ।
Spiritual
•
18
Jul
2023 1:11 PM
•
•