ଦୀପ ଜାଳିବାର ସଠିକ୍ ଦିଗ ଓ ନିୟମ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ମହୋତ୍ସବରେ ଦୀପ ପ୍ରଜ୍ଜ୍ୱଳନ ଏକ ବିଧି ଭାବରେ ପାଳନ କରାଯାଏ । ପୂଜା କରିବା ସମୟରେ ଦୀପ ଜାଳିବା ସହ ଏଥିରେ ଭଗବାନଙ୍କ ଆରତୀ ମଧ୍ୟ କରାଯାଏ । ତେବେ ଅନେକ ଥର ଆପଣ ଦେଖିଥିବେ, କେବେ କେବେ ଏହି ଦୀପ ଜଳାଇବା ପାଇଁ ଘିଅର ବ୍ୟବହାର କରାଯାଏ ତ ଆଉ କେବେ ତେଲ ଦେଇ ଦୀପ ଜଳାଯାଏ । କିନ୍ତୁ ବିଧି ଅନୁସାରେ କେଉଁ ଦୀପ ଜଳାଇବା ଉଚିତ? ଜ୍ୟୋତିଶ ଶାସ୍ତ୍ରରେ କ’ଣ ରହିଛି ଏହାର ନିୟମ ଆସନ୍ତୁ ଜାଣିବା

Lifestyle

13
Jul
2023 11:43 AM


ଦୀପ ଜାଳିବାର ସଠିକ୍ ଦିଗ ଓ ନିୟମ