ଦ୍ଵାରଫିଟା ନୀତି

ଶ୍ରୀମନ୍ଦିର ଦିନଚର୍ଯ୍ୟାରେ ପ୍ରଥମ ନୀତି ଦ୍ଵାରଫିଟା ନୀତି। ଅନେକ ମଙ୍ଗଳଆଳତିକୁ ପ୍ରଥମ ନୀତି କହୁଥିଲେ ମଧ୍ୟ, ଯେଣୁ ଗୀତଗୋବିନ୍ଦ ଖଣ୍ଡୁଆ ପରିଧାନକରି ପ୍ରଭୁ ବଡ଼ସିଂହାର ବେଶରେ ରପଲଙ୍କରେ ଶୟନ କରିଥିବେ, ଦ୍ଵାରଫିଟାଇ ମହାପ୍ରଭୁଙ୍କୁ ନିଦ୍ରାତ୍ୟାଗ ପୂର୍ବକ ରସିଂହାସନକୁ ବିଜେ କରାଇବାର ନୀତି ହିଁ ପ୍ରଥମ ନୀତି |

Spiritual

18
Oct
2023 1:10 PM


ଦ୍ଵାରଫିଟା ନୀତି