ଏକାଦଶୀ ନୀତି

ଶ୍ରୀମନ୍ଦିରର ପର୍ବପର୍ବାଣି ସହ ଏକାଦଶୀ ତିଥର ସଂପର୍କ ଅତି ଗଭୀର । ପ୍ରତ୍ୟେକ ଏକାଦଶୀ ତିଥିରେ ମଧ୍ୟାହ୍ନ ଧୂପ ଓ ମଇଲମ ପରେ ବେଶ ହୋଇ ସଂଧ୍ୟାଆଳତି ହେବାପରେ ଚନ୍ଦନ ଲାଗି ହୁଏ । ଚନ୍ଦନ, କର୍ପୂର, ଚୁଆ, କସ୍ତୁରି ମିଶ୍ରିତକରି ଭଣ୍ଡାରଦ୍ଵାରରେ ଘଟୁଆରୀ ରଖୁଥ‌ିବା ରୂପାପିଙ୍ଗଣକୁ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଓ ପୁଷ୍ପାଳକ ସେବକ ଠାକୁରମାନଙ୍କୁ ଚନ୍ଦନ ଲାଗି କରାନ୍ତି ।

Spiritual

•

20
Oct
2023 12:57 PM

•

•


ଏକାଦଶୀ ନୀତି